ଶୂଦ୍ରାଣୀ Ṡūdrāṇī

  • ସଂ. ବି. ସ୍ତ୍ରୀ (ଶୂଦ୍ର+ସ୍ତ୍ରୀ, ଆନୀ; ତୁଳ. ଯଥା) — ଇନ୍ଦ୍ରାଣୀ, ଭବାନୀ, ରୁଦ୍ରାଣୀ, ସର୍ବାଣୀ—ଶୂଦ୍ର ପତ୍ନୀ — The wife of a Ṡūdrā
  • ସଂ. ବି. ସ୍ତ୍ରୀ (ଶୂଦ୍ର+ସ୍ତ୍ରୀ, ଆନୀ; ତୁଳ. ଯଥା) — [ଦ୍ର—ଏହାର କାହାରି ମତରେ ଏ ଶବ୍ଦ ସଂସ୍କୃତ ନୁହେ।]