ଶୂଦ୍ରା ବେଦୀ Ṡūdrā bedī

  • ସଂ. ବିଣ. ପୁଂ (ଶୂଦ୍ରାବେଦିନ୍, ଶୂଦ୍ରା+ ଆ+ବିଦ୍ ଧାତୁ=ବିବାହ କରିବା+କର୍ତ୍ତ. ଇନ୍, 1 ମା. 1 ବ) — ଶୂଦ୍ରାର ପାଣିଗ୍ରହଣ— କାରୀ [ଦ୍ୱିଜାତି ପୁରୁଷ] — (a person of the 3 higher castes) Marrying a Ṡūdrā woman