ଶୂକୁରି Ṡūkurī

  • ଦେ. ବି ପୁଂ.—(ଶୂକର ପରି ଘୃଣ୍ୟ ବା ନୀଚ ଅର୍ଥରେ) — ଅପର୍ତ୍ତିଆଣିଙ୍କୁ ଦିଆଯିବା ନାମ — A name given to the children whose elders had died before the formers' birth