ଶୂକ୍ଷ୍ମ Ṡūkshma
- ସଂ ବିଣ [ସୂଚ୍ ଧାତୁ=ଜ୍ଞାପନ କରିବା+ଯ] — ସୂକ୍ଷ୍ମ — Ṡūkshma (See)
- ସଂ ବିଣ [ସୂଚ୍ ଧାତୁ=ଜ୍ଞାପନ କରିବା+ଯ] — ଅତି କ୍ଷୁଦ୍ର; ସରୁ; ମିହି — Minute. very small
- ସଂ ବିଣ [ସୂଚ୍ ଧାତୁ=ଜ୍ଞାପନ କରିବା+ଯ] — ଅତି ଅଳ୍ପ — Very little
- ସଂ ବିଣ [ସୂଚ୍ ଧାତୁ=ଜ୍ଞାପନ କରିବା+ଯ] — ପତଳା — Thin; slender; delicate
- ସଂ ବିଣ [ସୂଚ୍ ଧାତୁ=ଜ୍ଞାପନ କରିବା+ଯ] — କୃତ୍ରିମ — Artificial
- ସଂ ବିଣ [ସୂଚ୍ ଧାତୁ=ଜ୍ଞାପନ କରିବା+ଯ] — ପାରମାର୍ଥିକ — Spiritual
- ସଂ ବିଣ [ସୂଚ୍ ଧାତୁ=ଜ୍ଞାପନ କରିବା+ଯ] — ତନ୍ନ ତନ୍ନ ପୂର୍ବକ ବିଚାର — Thorough investigation or enquiry