ଶୂକର Ṡūkara

  • ସ. ବି. ପୁଂ [ଶୂ=ଧ୍ୱନ୍ୟନୁକାରୀ ଶବ୍ଦ+କୃ ଧାତୁ+କର୍ତ୍ତୃ ଅ, କିମ୍ବା ଶୂକ=ତୀକ୍ଷ୍ଣ ଲୋମ+ଧାରୀ ଅର୍ଥରେ ର] — ଘୁଷୁରି — Hog; pig
  • ସ. ବି. ପୁଂ [ଶୂ=ଧ୍ୱନ୍ୟନୁକାରୀ ଶବ୍ଦ+କୃ ଧାତୁ+କର୍ତ୍ତୃ ଅ, କିମ୍ବା ଶୂକ=ତୀକ୍ଷ୍ଣ ଲୋମ+ଧାରୀ ଅର୍ଥରେ ର] — ବରାହ — Boar
  • ସ. ବି. ପୁଂ [ଶୂ=ଧ୍ୱନ୍ୟନୁକାରୀ ଶବ୍ଦ+କୃ ଧାତୁ+କର୍ତ୍ତୃ ଅ, କିମ୍ବା ଶୂକ=ତୀକ୍ଷ୍ଣ ଲୋମ+ଧାରୀ ଅର୍ଥରେ ର] — [ଦ୍ର— ଏମାନେ ଦୁଇ ଶ୍ରେଣୀର ଯଥା—ଗୃହପାଳିତ ଶୂକର — Domestic pigଓ ବନ୍ୟ ଶୂକର ବା ବରାହWild boar.ଏମାନଙ୍କ ମାଂସ ମୁସଲମାନଙ୍କ ଦୃଷ୍ଟିରେ ଅତି ଅପବିତ୍ର ହିନ୍ଦୁସମାଜରେ ଅସ୍ପୃଶ୍ୟ ଜାତି (ବାଉରି, ହାଡ଼ି, କନ୍ଧ ଆଦି) ଶୂକର ମାଂସ ଖାଆନ୍ତି; ସାହେବମାନଙ୍କର ଏହା ପ୍ରିୟ ଖାଦ୍ୟ]