ଶୁଭେଇବା Ṡubheibā
- ଦେ. କ୍ରି (ଶ୍ରୁ ଧାତୁ) — ଶୁଭିବାକ୍ରିୟାର ଣିଜନ୍ତରୂପ — The causative form of the verb Ṡubhibā
- ଦେ. କ୍ରି (ଶ୍ରୁ ଧାତୁ) — ଶୁଣାଇବା (ଦେଖ) — Ṡuṇāibā (See)
- ଦେ. କ୍ରି (ଶ୍ରୁ ଧାତୁ) — ଅନ୍ୟକୁ ଶୁଭିବା ପରି କଥା କହିବା — To speak loudly so as to be heard by another
- ଦେ. କ୍ରି (ଶ୍ରୁ ଧାତୁ) — (ଉ— 1 । ଧୃତରାଷ୍ଟ୍ର ରାଜାଙ୍କୁ ଶୁଭାଇ ସେ ଭୀମ, ବାହୁ ଶବ୍ଦ କରି କରନ୍ତି ଗରଜନ—କୃଷ୍ଣସିଂହ, ମହାଭାରତ। — (ଉ—1 ଧୃତରାଷ୍ଟ୍ର ରାଜାଙ୍କୁ ଶୁଭାଇ ସେ ଭୀମ, ବାହୁ ଶବ୍ଦ କରି କରନ୍ତି ଗରଜନ—କୃଷ୍ଣସିଂହ, ମହାଭାରତ
- ଦେ. କ୍ରି (ଶ୍ରୁ ଧାତୁ) — ବାରେ ଶୁଣିବା ପଢ଼ ଶୁଭାଇ—ଭଞ୍ଜ, ବୈଦେହୀଶବିଳାସ।)