ଶୁଭ୍ର କାୟ Ṡubhra kāya

  • ସଂ. ବି (କର୍ମଧା) — ଶ୍ୱେତ ଶରୀର — White body
  • ସଂ. ବି (କର୍ମଧା) — ଉଜ୍ଜ୍ୱଳ ଦେହ — Shining body
  • ବିଣ. ପୁଂ (ବହୁବ୍ରୀହି) — ଉଜ୍ଜ୍ୱଳ ଦେହବିଶିଷ୍ଟ — Having a shining body
  • ବିଣ. ପୁଂ (ବହୁବ୍ରୀହି) — ଶ୍ୱେତ ଶରୀରବିଶିଷ୍ଟ — White-bodied