ଶୁଭ୍ର Ṡubhra

  • ସଂ. ବିଣ (ଶୁଭ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ର) — ଉଦ୍ଦୀପ୍ତ; ଉଜ୍ଜ୍ୱଳ — Bright; shining
  • ସଂ. ବିଣ (ଶୁଭ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ର) — ଶ୍ୱେତ; ଧଳା — White;
  • ସଂ. ବି — ଶ୍ୱେତବର୍ଣ୍ଣ — White colour
  • ସଂ. ବି — ରୌପ୍ୟ— — Silver
  • ସଂ. ବି — ଶ୍ୱେତଚନ୍ଦନ — Sandal; Santalum Album)
  • ସଂ. ବି — ଅଭ୍ରକ; ମେଘନାଦ — Mica; talc
  • ସଂ. ବି — ଗଡ଼ଲବଣ; ଶାମ୍ବର ଲବଣ (ବିଶ୍ୱକୋଷ) — A kind of salt
  • ସଂ. ବି — କାଶୀଶ; ହୀରାକସ — Green vitriol, copperas
  • ସଂ. ବି — ପଦ୍ମକାଷ୍ଠ (ବିଶ୍ୱକୋଷ) — A kind of fragrant wood
  • ସଂ. ବି — ରୌପ୍ୟମାକ୍ଷିକ [ବିଶ୍ୱକୋଷ] — Iron pyrites; Ferri sulphuretum
  • ସଂ. ବି — ମେଦୋ ଧାତୁ [ବିଶ୍ୱ— କୋଷ] — Fat
  • ସଂ. ବି — ସୈନ୍ଧବ ଲବଣ (ବିଶ୍ୱ— କୋଷ) — Chloride of sodium