ଶୁଭୁ ଅଛି Ṡubhu achhi

  • ଦେ. କ୍ରି — ଶୁଣା ଯାଉଅଛି — Is being heard
  • ଦେ. କ୍ରି — [ଉ— ବ୍ରହ୍ମାଣ୍ଡନାଥ, ହାତ ଧରି ଅନାଥ କି ଶୁଭୁଅଛି ଜଗତେ—ଭଞ୍ଜ, ବୈଦେହୀଶବିଳାସ।]