ଶୁକ୍ଳ Ṡukḻa

  • ସଂ. ବିଣ (ଶୁଚ୍ ଧାତୁ=ନିର୍ମଳ ହେବା+କର୍ତ୍ତୃ ଳ) — ଶ୍ୱେତ ବର୍ଣ୍ଣ ବିଶିଷ୍ଟ; ଧଳା — White
  • ସଂ. ବିଣ (ଶୁଚ୍ ଧାତୁ=ନିର୍ମଳ ହେବା+କର୍ତ୍ତୃ ଳ) — ପରିଷ୍କୃତ — Clean
  • ସଂ. ବିଣ (ଶୁଚ୍ ଧାତୁ=ନିର୍ମଳ ହେବା+କର୍ତ୍ତୃ ଳ) — ପବିତ୍ର; ଶୁଦ୍ଧ — Pure
  • ସଂ. ବିଣ (ଶୁଚ୍ ଧାତୁ=ନିର୍ମଳ ହେବା+କର୍ତ୍ତୃ ଳ) — ନିର୍ଦ୍ଦୋଷ — Faultless
  • ସଂ. ବିଣ (ଶୁଚ୍ ଧାତୁ=ନିର୍ମଳ ହେବା+କର୍ତ୍ତୃ ଳ) — ଆଲୋକ ବା ଜ୍ୟୋତ୍ସ୍ନାଯୁକ୍ତ — Bright; lighted
  • ବି — ଶ୍ୱେତବର୍ଣ୍ଣ; ଧଳାରଙ୍ଗ — White colour
  • ବି — ରୂପା; ରୌପ୍ୟ — Silver
  • ବି — ନବନୀତ; ନହୁଣୀ — Butter
  • ବି — ଚକ୍ଷୁରୋଗବିଶେଷ — A sort of eye-disease
  • ବି — ଯୋଗ ବିଶେଷ — A sort of meditative abstraction
  • ବି — ବିଷ୍ଣୁ — Bishṇu
  • ବି — [ଉ—ଶୁକ୍ଳ ବଚନ ମାନ୍ୟ ମୋର ଯେ ଭାବେ ଜନ ଉପକାର। ଜଗନ୍ନାଥ—ଭାଗବତ।]