ଶୁକ୍ରା Ṡukrā

  • ଦେ. ବି — (ପୁଂ) ଲୋକମାନଙ୍କୁ ଦିଆଯିବା ନାମ (ବିଶେଷତଃ ଶୁକ୍ରବାର ଦିନ ଜନ୍ମ ହୋଇଥିବା ଲୋକମାନଙ୍କୁ ଦିଆଯିବା ନାମ) — A name given to males, specially those born on friday
  • ସଂ. ବି — ବଂଶଲୋଚନା (ବିଶ୍ୱକୋଷ) — Bamboo manna