ଶୁକ୍ରଳା Ṡukraḻā

  • ସଂ. ବି — ଅଗଡ଼ା (ଦେଖ) — Agaṟḍ̠ā (See)
  • ସଂ. ବି — ଉଚ୍ଚଟା; ଧଳା କାଇଁଞ୍ଚ (ବିଶ୍ୱକୋଷ) — The white-seeded variety of Abrus Precatorius
  • ସଂ. ବି — ଆମଳକ ବୃକ୍ଷ (ବିଶ୍ୱକୋଷ) — Embelic Myrobalan