ଶୁକ୍ରୁ Ṡukru
- ଦେ. ବି. [ପୁଂ] — ଶୁକ୍ରା (ଦେଖ) — Ṡukrā (See)
- ଦେ. ବି. [ପୁଂ] — [ଦ୍ର—ଶୁକ୍ର ନାମକ ପୁରୁଷର ଆଦରାର୍ଥକ ଡାକନାମ— ଶୁକୁରି, ଶୁକୁରୁ, ଶୁକୁରେଇ, ଶୁକ୍ରି, ଶୁକ୍ରୁ, ଶୁକ୍ରେଇ। ଅନାଦରାର୍ଥକ ଡାକନାମ—ଶୁକୁରା; ଶୁକୁରିଆ, ଶୁକ୍ରିୟା, ଶୁକ୍ରା। ଶୁକ୍ରୀନାମ୍ନୀ ସ୍ତ୍ରୀର ଡାକନାମ—ଶୁକୁରୀ. ଶୁକୁରେଈ, ଶୁକ୍ରୀ, ଶୁକ୍ରେଈ।]