ଶୀତ୍କାର Ṡīt-kāra
- ସଂ. ବି (ଶୀତ୍=ଅନୁକରଣ ଶବ୍ଦ+କୃ ଧାତୁ+ଭାବ. ଅ) — ଶୁ ଶୁ ଶବ୍ଦ; ଶୀତ୍ ଏହିପରି ଶବ୍ଦ; ଇଷ୍ ଇଷ୍ ଶବ୍ଦ — Hissing sound
- ସଂ. ବି (ଶୀତ୍=ଅନୁକରଣ ଶବ୍ଦ+କୃ ଧାତୁ+ଭାବ. ଅ) — ସୁରସିକା ଓ ଶ୍ରଷ୍ଠା ସ୍ତ୍ରୀମାନଙ୍କର ରତିକାଳୀନ ମଧୁର ଧ୍ୱନି — Sweet hissing sound emitted by an amorous lady during orgasm on or glee at the time of copulation