ଶୀଧୁ Ṡidhu
- ସଂ. ବି (ଶୀ ଧାତୁ—ଶୟନ କରିବା+କରଣ ଧୁ ଯାହା ପାନକଲେ ଲୋକେ ଶୋଇପଡ଼ନ୍ତି) — ମଦିରା; ମଦ୍ୟ; ମଦ — Wine
- ସଂ. ବି (ଶୀ ଧାତୁ—ଶୟନ କରିବା+କରଣ ଧୁ ଯାହା ପାନକଲେ ଲୋକେ ଶୋଇପଡ଼ନ୍ତି) — ପକ୍ୱଇକ୍ଷୁରସରୁ ପ୍ରସ୍ତୁତ ମଦ — Spirituous liquor distilled from sugarcane juice
- ସଂ. ବି (ଶୀ ଧାତୁ—ଶୟନ କରିବା+କରଣ ଧୁ ଯାହା ପାନକଲେ ଲୋକେ ଶୋଇପଡ଼ନ୍ତି) — ଅରଖୀ — Spirit; rum
- ସଂ. ବି (ଶୀ ଧାତୁ—ଶୟନ କରିବା+କରଣ ଧୁ ଯାହା ପାନକଲେ ଲୋକେ ଶୋଇପଡ଼ନ୍ତି) — [ଦ୍ର—ପକ୍ୱ ଓ ଅପକ୍ୱ ଇକ୍ଷୁରସରୁ ପ୍ରସ୍ତୁତ ମଦକୁ ଶୀଧୁ ବୋଲାଯାଏ। କିନ୍ତୁ ପକ୍ୱ ରସଜାତ ମଦିରା ଉତ୍କୃଷ୍ଟ। ଏହା କଷାୟାମ୍ଳ— ମଧୁରରସ, ସ୍ନିଗଧ, ରୁଚିକର, ମତ୍ତତାଜନକ, ଅଗ୍ନିବର୍ଦ୍ଧକ ଓ ବଳବର୍ଣ୍ଣବର୍ଦ୍ଧକ, ବାତପିତ୍ତଜନକ, କଫନାଶକ, କୋଷ୍ଠ— ବଦ୍ଧତା, ପେଟଫମ୍ପା, ଗ୍ରହଣୀ, ଶୋଥ, ଅର୍ଶଃ, ପ୍ରମେହ ଓ କଫ ରୋଗରେ ଉପକାରୀ। ଅପକ୍ୱ ଇକ୍ଷୁରସଜାତ ମଦ୍ୟର ନାମାନ୍ତର ଶୀତରସ।)