ଶୀତୋତ୍ଥ Ṡītottha

  • ସଂ. ବି — ଶ୍ୱେତ ମରିଚ; ଧଳା ମରିଚ; ସଜନା ମଞ୍ଜି — A species of white pepper; seeds of Hyperanthera Moringa
  • ସଂ. ବି — [ଦ୍ର—ଏହା କଟୁ ଭସ, ଉଷ୍ଣବୀର୍ଯ୍ଯ, ଭୂତନାଶକ, ଅବୃଷ୍ୟ, ଓ ଅନ୍ଯ ଦ୍ରବ୍ୟ ସହିତ ମିଶ୍ରିତ ହୋଇ ରସାୟନରୂପେ ବ୍ଯବହୃତ ହୁଏ। ଏହା ବିଷରୋଗ ଓ ନେତ୍ରରୋଗ ନାଶକ। ଶିରୋରୋଗରେ ଏହାର ନସ୍ୟ ବିଶେଷ ଉପକାରୀ।]