ଶୀତୋତ୍ତମ Ṡītottama

  • ସଂ. ବି. ( 7 ମୀ ତତ୍, ଶୀତଳ ପଦାର୍ଥମାନଙ୍କ ମଧ୍ୟରେ ଉତ୍ତମ, ତୁଳ. ନରୋତ୍ତମ, ପୁରୁଷୋତ୍ତମ) — ଜଳ; ପାଣି — Water