ଶାନ୍ତା Ṡāntā

  • ସଂ. ବିଣ. ସ୍ତ୍ରୀ—(ଶାନ୍ତ+ସ୍ତ୍ରୀ. ଆ) — 'ଶାନ୍ତ' ର ସ୍ତ୍ରୀଲିଙ୍ଗ — Feminine of Ṡānta
  • ସଂ. ବି. ସ୍ତ୍ରୀ — (ନାମ) ଦଶରଥଙ୍କ କନ୍ଯା ଓ ଋଷ୍ୟଶୃଙ୍ଗ ମୁନିଙ୍କ ପତ୍ନୀ — The daughter of king Daṡaratha and wife of sage Ṛushysṛuṅga
  • ସଂ. ବି. ସ୍ତ୍ରୀ — [ଦ୍ର—ଏ ଦଶରଥଙ୍କ ସଖା ଅଙ୍ଗ ଦେଶର ରାଜା ଲୋମପାଦଙ୍କ ଘରେ ତାଙ୍କର ପୋଷ୍ୟ ପୁତ୍ରିକା ରୂପେ ପ୍ରତିପାଳିତା ହୋଇଥିଲେ ଓ ତାହାଙ୍କ ଇଚ୍ଛାନୁରୂପେ ଋଷ୍ୟଶୃଙ୍ଗଙ୍କ ସଙ୍ଗେ ପରିଣୀତା ହୋଇଥିଲେ।]
  • ସଂ. ବି. ସ୍ତ୍ରୀ — ରେଣୁକା ନାମକ ଗନ୍ଧଦ୍ରବ୍ୟ (ହି. ଶ) — Piper Aurantiacum
  • ସଂ. ବି. ସ୍ତ୍ରୀ — ଦୂର୍ବା (ହି. ଶ) — Creeping grass
  • ସଂ. ବି. ସ୍ତ୍ରୀ — ଶମୀ (ହି. ଶ) — Spung tree
  • ସଂ. ବି. ସ୍ତ୍ରୀ — ଅଅଁଳା (ହି. ଶ) — Embelic myrobalan
  • ସଂ. ବି. ସ୍ତ୍ରୀ — ସଙ୍ଗୀତର ଶ୍ରୁତି ବିଶେଷ — Name of a Ṡrutii in music