ଶାନ୍ତି ନିକେତନ Ṡānti niketana
- ସଂ. ବି — ଶାନ୍ତିର ଆଳୟ; ଶାନ୍ତିମୟ ସ୍ଥାନ — A place where peace reigns
- ଦେ. ବି — ବଙ୍ଗୀୟ କବି ରବୀନ୍ଦ୍ରନାଥଙ୍କ ପ୍ରତିଷ୍ଠିତ ବୀରଭୁମି ଜିଲ୍ଲାର ବୋଲପୁରର ବିଦ୍ୟାଳୟ ଓ ଆଶ୍ରମ — The hermitage and school started by poet Rabindranath at Bolpur in Bengal