ଶାନ୍ତନବ Ṡāntanaba

  • ସଂ. ବି. ପୁଂ—(ଶାନ୍ତନୁ+ଅପତ୍ୟାର୍ଥେ ଅ) — ଶାନ୍ତନୁଙ୍କ ପୁତ୍ର; ଭୀଷ୍ମ — Bhīshma
  • ସଂ. ବି. ପୁଂ—(ଶାନ୍ତନୁ+ଅପତ୍ୟାର୍ଥେ ଅ) — ମେଧାତିଥିଙ୍କ ପୁତ୍ର (ହି. ଶ) — Son of Medhātithi