ଶାନ୍ତି Ṡānti
- ସଂ. ବି (ଶମ୍ ଧାତୁ=ଶାନ୍ତ ହେବା+ଭାବ ତି) — ସଂସାରର ଅନିତ୍ୟତା ଓ ଜାଗତିକ ସମସ୍ତ ବସ୍ତୁର ବିନଶ୍ୱରତାର ଜ୍ଞାନ ହେଲେ ଚିତ୍ତର ଯେଉଁ ନିଶ୍ଚେଷ୍ଟାବସ୍ଥା ହୁଏ, ସେହି ଅବ— ସ୍ଥାରେ ଅନୁଭୂତ ଆତ୍ମବିଶ୍ରାମ; ଉଦ୍ବେଗର ବା କ୍ଷୋଭର ବା କ୍ରିୟାର ଅଭାବ — The serene calmness of mind attained by total abstraction from worldly affairs after due knowledge of their evanescence
- ସଂ. ବି (ଶମ୍ ଧାତୁ=ଶାନ୍ତ ହେବା+ଭାବ ତି) — ଚିତ୍ତସ୍ଥୈର୍ଯ୍ଯ; ମନର ସ୍ଥିରତା — Composure; tranquility or calmness of mind
- ସଂ. ବି (ଶମ୍ ଧାତୁ=ଶାନ୍ତ ହେବା+ଭାବ ତି) — ସ୍ଥିରତା; ଅଚଞ୍ଚଳତା — Stillness; serenity
- ସଂ. ବି (ଶମ୍ ଧାତୁ=ଶାନ୍ତ ହେବା+ଭାବ ତି) — ନିରୁପଦ୍ରବ — Quietness
- ସଂ. ବି (ଶମ୍ ଧାତୁ=ଶାନ୍ତ ହେବା+ଭାବ ତି) — ବିଶ୍ରାମ — Rest; repose
- ସଂ. ବି (ଶମ୍ ଧାତୁ=ଶାନ୍ତ ହେବା+ଭାବ ତି) — ମୁକ୍ତି — Liberation; salvation; deliverance
- ସଂ. ବି (ଶମ୍ ଧାତୁ=ଶାନ୍ତ ହେବା+ଭାବ ତି) — ମଙ୍ଗଳ; ସୌଭାଗ୍ୟ — Prosperity; bliss
- ସଂ. ବି (ଶମ୍ ଧାତୁ=ଶାନ୍ତ ହେବା+ଭାବ ତି) — ନିବୃତ୍ତ (ଯଥା—ରୋଗ ଶାନ୍ତି, କ୍ରୋଧ ଶାନ୍ତି) — Cessation; stoppage; appeasement
- ସଂ. ବି (ଶମ୍ ଧାତୁ=ଶାନ୍ତ ହେବା+ଭାବ ତି) — ବିଷୟାଦିରୁ ଇନ୍ଦ୍ରିୟର ନିବୃତ୍ତି — Relinquishment of things perceivable by the senses
- ସଂ. ବି (ଶମ୍ ଧାତୁ=ଶାନ୍ତ ହେବା+ଭାବ ତି) — ବିଘ୍ନନାଶ; ବିଘ୍ନରୁ ମୁକ୍ତି — Averting of misfortune
- ସଂ. ବି (ଶମ୍ ଧାତୁ=ଶାନ୍ତ ହେବା+ଭାବ ତି) — ବିନାଶ; ଧ୍ୱଂସ — Destruction
- ସଂ. ବି (ଶମ୍ ଧାତୁ=ଶାନ୍ତ ହେବା+ଭାବ ତି) — ତୃଷ୍ଣାକ୍ଷୟ — Satiation of thirst