ଶମାର୍ଥୀ Ṡamārthī

  • ସଂ. ବିଣ—(ଶମ+ଅର୍ଥ ଧାତୁ+କର୍ତ୍ତୃ. ଇନ୍; ଶମାର୍ଥିନ୍ 1 ମା. 1 ବ.) — ଶାନ୍ତିପ୍ରୟାସୀ — Desiring peace