ଶମୟିତା Ṡamayitā

  • ସଂ. ବିଣ. ପୁଂ—(ଶମ ଧାତୁ ଣିଚ୍ ଶମି ଧାତୁ+କର୍ତ୍ତୃ. ତୃ; ଶମୟିତୃ ଶବ୍ଦ; 1 ମା. 1 ବ) — ଉପଶମକାରକ — Assuaging; alleviating
  • ସଂ. ବିଣ. ପୁଂ—(ଶମ ଧାତୁ ଣିଚ୍ ଶମି ଧାତୁ+କର୍ତ୍ତୃ. ତୃ; ଶମୟିତୃ ଶବ୍ଦ; 1 ମା. 1 ବ) — ନିବାରକ — Preventing
  • ସଂ. ବିଣ. ପୁଂ—(ଶମ ଧାତୁ ଣିଚ୍ ଶମି ଧାତୁ+କର୍ତ୍ତୃ. ତୃ; ଶମୟିତୃ ଶବ୍ଦ; 1 ମା. 1 ବ) — ଦମନକାରୀ — Subduing; controlling
  • ସଂ. ବିଣ. ପୁଂ—(ଶମ ଧାତୁ ଣିଚ୍ ଶମି ଧାତୁ+କର୍ତ୍ତୃ. ତୃ; ଶମୟିତୃ ଶବ୍ଦ; 1 ମା. 1 ବ) — ବିନାଶକ — Destroying