ଶମି ସାବଳି Ṡami sābaḻi
- ଦେ. ବି. (ସହଚର) — କବାଟର ଏକପ୍ରକାର କଳ — A contrivance consisting of a ring and a pivot or pin in revolving doors
- ଦେ. ବି. (ସହଚର) — [ଦ୍ର—ପୂର୍ବେ କବାଟମାନ ଚଉକାଠରେ ଲଗାଇବା ପାଇଁ କବିଜା ବ୍ଯବହୃତ ହେଉ ନ ଥିଲା। ବଡ଼ କବାଟରେ ଡମଣୀ ଓ କବିଜା ଲଗା ଯାଉଥିଲା ଓ ସାଧାରଣ କବାଟର 2 ଟି କଣରେ ଗୋଟିଏ ଲେଖାଁଏ ଲୁହାର ବା କାଠର କୀଳା (ସାବେଳୀ) ଲଗା ଯାଉଥିଲା ଓ ଚଉକାଠରେ ଲୁହାର ଶମି ମରା ଯାଉଥିଲା। ସେହି ଶମିରେ କବାଟର ସାବଳି ବୁଲିବାରୁ କବାଟ ଖୋଲି ଯାଉଥିଲା ଓ ମୁଦା ହେଉଥିଲା।] — [ଦ୍ର—ପୂର୍ବେ କବାଟମାନ ଚଉକାଠରେ ଲଗାଇବା ପାଇଁ କବିଜା ବ୍ଯବହୃତ ହେଉ ନ ଥିଲା ବଡ଼ କବାଟରେ ଡମଣୀ ଓ କବିଜା ଲଗା ଯାଉଥିଲା ଓ ସାଧାରଣ କବାଟର2ଟି କଣରେ ଗୋଟିଏ ଲେଖାଁଏ ଲୁହାର ବା କାଠର କୀଳା (ସାବେଳୀ) ଲଗା ଯାଉଥିଲା ଓ ଚଉକାଠରେ ଲୁହାର ଶମି ମରା ଯାଉଥିଲା ସେହି ଶମିରେ କବାଟର ସାବଳି ବୁଲିବାରୁ କବାଟ ଖୋଲି ଯାଉଥିଲା ଓ ମୁଦା ହେଉଥିଲା]