ଶବ୍ଦ ମୟ Ṡabda maya

  • ସଂ. ବିଣ — (ଶବ୍ଦ+ପ୍ରଚୁରାର୍ଥେ. ମୟ)—ଶବ୍ଦଦ୍ୱାରା ପୂର୍ଣ୍ଣ — Full of sounds
  • ସଂ. ବିଣ — ଧ୍ୱନି ବ୍ୟାପ୍ତ — Diffused with sound
  • ସଂ. ବିଣ — ଶବ୍ଦାୟ— ମାନ — Resounding