ଶବ୍ଦ ଯୋନି Ṡabda j̄oni

  • ସଂ. ବି—(ଶବ୍ଦ+ଯୋନି; 6 ଷ୍ଠୀ ତତ୍) — ଶବ୍ଦର ଉତ୍ପତ୍ତି ସ୍ଥାନ — The origin of a sound
  • ସଂ. ବି—(ଶବ୍ଦ+ଯୋନି; 6 ଷ୍ଠୀ ତତ୍) — (ବ୍ୟାକରଣ) ଶବ୍ଦର ମୂଳ ବା ପ୍ରକୃତି; ଧାତୁ — The root of a word