ଶବ୍ଦ ବୋଧ Ṡabda bodha

  • ସଂ. ବି.—(ଶବ୍ଦ+ବୋଧ; 6 ଷ୍ଠୀ ତତ୍) — ଶବ୍ଦର ବା ଧ୍ୱନିର ଜ୍ଞାନ — Knowledge of words or sounds
  • ସଂ. ବି.—(ଶବ୍ଦ+ବୋଧ; 6 ଷ୍ଠୀ ତତ୍) — ଶବ୍ଦର ଅର୍ଥ ବୁଝିବା — Understanding the meaning of words
  • ସଂ. ବି.—(ଶବ୍ଦ+ବୋଧ; 6 ଷ୍ଠୀ ତତ୍) — (ସ୍ମୃତିଶାସ୍ତ୍ର) ସାକ୍ଷୀ ଦ୍ୱାରା ପ୍ରାପ୍ତଜ୍ଞାନ; ଯେଉଁ ଜ୍ଞାନ ସାକ୍ଷୀର ପ୍ରମାଣରୁ ମିଳେ (ହି. ଶ) — (Law) knowledge derived from oral evidence