ଶବ୍ଦ ବେଧୀ Ṡabda bedhī

  • ସଂ. ବିଣ. ପୁଂ—(ଶବ୍ଦ+ବ୍ୟଧ୍ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ଶବ୍ଦଭେଦୀ (ଦେଖ) — Ṡabdabhedī (See)
  • ବି. — ରାଜା ଦଶରଥ — King Daṡaratha
  • ବି. — ଅର୍ଜୁନ — Arjuna
  • ବି. — ଶବ୍ଦଭେଦୀ ବାଣ — An arrow which hits a target by following the sound
  • ବି. — ଯେଉଁ ବ୍ଯକ୍ତିର ବା ବାଣର ଶବ୍ଦରେ ଶତ୍ରୁର ଭୀତି ଜନ୍ମେ — An arrow or person who produces fear in the mind of the enemy by its or his sound