ଶବବାହକ Ṡaba bāhaka

  • ସଂ. ବି ଓ ବିଣ. ପୁଂ. (ଶବ+ବହ ଧାତୁ+କର୍ତ୍ତୃ. ଅକ) — ମଡ଼ାସାଙ୍ଗିଆ; ଯେଉଁ ବ୍ଯକ୍ତି ଶବକୁ ସଂସ୍କାରପାଇଁ ଶ୍ମଶାନକୁ ନିଅନ୍ତି — Corpse-carrier; under-taker