ଶବଦ ବ୍ରହ୍ମ Ṡabada brahma

  • ଗ୍ରା. ବି. (ସଂ. ଶବ୍ଦବ୍ରହ୍ମ) — ଶବ୍ଦବ୍ରହ୍ମ; ନାଦବ୍ରହ୍ମ — The Supreme Soul as existing in sound
  • ଗ୍ରା. ବି. (ସଂ. ଶବ୍ଦବ୍ରହ୍ମ) — (ଉ— ଶବଦବ୍ରହ୍ମ ତୋର ନାମ, ସେ ନିତ୍ୟ ସତ୍ୟ ନିରୂପାମ— ଭୂପତି ପ୍ରେମପଞ୍ଚାମୃତ।)