ଶବର ସ୍ୱାମୀ Ṡabara swāmī

  • ସଂ. ବି. ନାମ — ଶବର 8 (ଦେଖ) — ଶବର8(ଦେଖ)—. Ṡabara 8 (See)
  • ସଂ. ବି. ନାମ — [ଦ୍ର—ଏ ଶବରଭାଷ୍ୟ ଓ ଶବର କୌସ୍ତୁଭ ନାମକ ଦୁଇ ଗ୍ରନ୍ଥର ପ୍ରଣେତା।]
  • ସଂ. ବି. ନାମ — ହର୍ଷ— ବର୍ଦ୍ଧନକୃତ ଲିଙ୍ଗାନୁଶାସନର ପ୍ରସିଦ୍ଧ ଟାକାକାର ଓ ଭଟ୍ଟଦୀପ୍ତ ସ୍ୱାମୀଙ୍କ ପୁତ୍ର — Name of a commentator on harshabarddhana's treatise on grammatical gender