ଶବର ଚନ୍ଦନ Ṡabara chandana
- ସଂ. ବି — ଏକ ପ୍ରକାର ଚନ୍ଦନ ଗଛ — A species of a sandal tree
- ସଂ. ବି — [ଦ୍ର—ଏହା ଶୀତବୀର୍ଯ୍ଯ, ତିକ୍ତରସ ଓ ପିତ୍ତ କଫ ନାଶକ, ବିସ୍ଫୋଟକ, ପାମା, କଣ୍ଡୁ, ଶ୍ରମ, ବାୟୁ ଗଜକର୍ଣ୍ଣାଦି କୁଷ୍ଠ, ଲୂତା— ବିଷ, ପିପାସା ଓ ମୋହ ବିନାଶକ ଅଟେ। ଏହାର ବର୍ଣ୍ଣ ନାଲିମିଶା ଧଳା]