ଶଙ୍ଖେ Ṡaṅkhe
- ଦେ. ବିଣ — ଶଙ୍ଖ ମଧ୍ୟରେ ପୂର୍ଣ୍ଣହେବା ପରିମିତ (ଜଳ) — A conch-full of (water)
- ଦେ. ବିଣ — ଅତି ଅଳ୍ପ ପରିମିତ — Very little in quantity
- ଦେ. ବିଣ — (ଉ—ସମୁଦ୍ରକୁ ଶଙ୍ଖେ ପାଣି—ନ୍ଯାୟବଚନ; ଆର୍ଥାତ୍ ଯେଉଁଠାରେ ଜଳ ଅପ୍ରମେୟ, ସେଠାରେ ଏକ ଶଙ୍ଖପୂର୍ଣ୍ଣ ଜଳ ଢାଳିବା ଓ ନ ଢାଳିବା ସମାନ। ଧନୀକୁ ଧନ ଦେବା ନ୍ଯାୟ ଓ ତେଲିଆ ମୁଣ୍ଡରେ ତେଲ ଢାଳିବା ନ୍ଯାୟ)