ଶଙ୍ଖୁଳିବା Ṡaṅkhuḻibā
- ଦେ. କ୍ରି (ସଂ. ଶଙ୍ଖ; ଶଙ୍ଖୁଳା ବୋଝ ସଙ୍ଗେ ଶଙ୍ଖୁଆ ଯାଉ ଥିବାରୁ) — ବନ୍ଧୁ ବାନ୍ଧବମାନଙ୍କୁ ବିଶେଷ ଉତ୍ସବାଦି ଉପଲକ୍ଷରେ ନିମନ୍ତ୍ରଣ କରିବା — To send formal invitations to relatives on special festive occasions
- ଦେ. କ୍ରି (ସଂ. ଶଙ୍ଖ; ଶଙ୍ଖୁଳା ବୋଝ ସଙ୍ଗେ ଶଙ୍ଖୁଆ ଯାଉ ଥିବାରୁ) — ଝିଅ ଜୋଇଁ ପ୍ରଭୃତିଙ୍କ ନିକଟକୁ ଶଙ୍ଖୁଳା ବୋଝ ପଠାଇବା — To Send formal presents to the son-in-law and daughter
- ଦେ. କ୍ରି (ସଂ. ଶଙ୍ଖ; ଶଙ୍ଖୁଳା ବୋଝ ସଙ୍ଗେ ଶଙ୍ଖୁଆ ଯାଉ ଥିବାରୁ) — କୌଣସି ବନ୍ଧୁଙ୍କର କୁଶଳ ସଂବାଦ ବୁଝିବା ବା ତତ୍ତ୍ୱ ନେବା — To make enquiries about the health of one's relative or friend
- ଦେ. କ୍ରି (ସଂ. ଶଙ୍ଖ; ଶଙ୍ଖୁଳା ବୋଝ ସଙ୍ଗେ ଶଙ୍ଖୁଆ ଯାଉ ଥିବାରୁ) — (ଉ—ପାଣ୍ଡବେ ଦୁର୍ଯ୍ଯୋଧନ ଜାନୁକୁ ଭାଙ୍ଗିଲେ, ଧୃତରାଷ୍ଟ୍ର ନୃପଙ୍କୁ ଶଙ୍ଖୋଳି ବାହାରିଲେ। କୃଷ୍ଣସିଂହ. ମହାଭାରତ. ଆଦି ପର୍ବ।)
- ଦେ. କ୍ରି (ସଂ. ଶଙ୍ଖ; ଶଙ୍ଖୁଳା ବୋଝ ସଙ୍ଗେ ଶଙ୍ଖୁଆ ଯାଉ ଥିବାରୁ) — [ଦ୍ର—ବନ୍ଧୁ ଓ ସୁହୃତ୍ମାନଙ୍କୁ ନିଜେ ଯାଇ ବା ଲୋକ ପଠାଇ ଶଙ୍ଖୁଳିବାକୁ ହୁଏ।]
- ଦେ. କ୍ରି (ସଂ. ଶଙ୍ଖ; ଶଙ୍ଖୁଳା ବୋଝ ସଙ୍ଗେ ଶଙ୍ଖୁଆ ଯାଉ ଥିବାରୁ) — ଖୋଜିବା; ଲୋଡ଼ିବା — To search after; to seek
- ଦେ. କ୍ରି (ସଂ. ଶଙ୍ଖ; ଶଙ୍ଖୁଳା ବୋଝ ସଙ୍ଗେ ଶଙ୍ଖୁଆ ଯାଉ ଥିବାରୁ) — (ଉ— ତେଣୁ ସେ ସ୍ୱାମୀକି ଶଙ୍ଖୁଳେ, ତା ଯୋଗ୍ୟବର ନାହିଁ ମିଳେ। ଜଗନ୍ନାଥ ଭାଗବତ।)