ଶଙ୍ଖୋଦରୀ Ṡaṅkhodarī

  • ସଂ. ବି — ଉଦ୍ୟାନର ଶୋଭା ପାଇଁ ଲଗା ଯିବା ଏକପ୍ରକାର ନାତି ବୃହତ ଓ ନାତି କ୍ଷୁଦ୍ର ତରୁ — A kind of medium-sized tree planted in gardens for show
  • ସଂ. ବି — [ଦ୍ର—ଏହାର ପତ୍ର ଚାକୁଣ୍ଡା ପତ୍ର ପରି। ହଳଦିଆ ଓ ନାଲି ଫୁଲ ଭେଦରେ ଏ ଗଛ ଦୁଇ ପ୍ରକାର। ଏଥିର କଢ଼ମାନ ଆଙ୍ଗୁଠି ପରି ମୋଟ, ଚେପଟା ଓ 4।5 ଆଙ୍ଗୁଳ ଲମ୍ବ। ଏଥିର ଫୁଲ ଗୋଛା ହୋଇ ବାରମାସ ଫୁଟେ; କିନ୍ତୁ ଆଷାଢ଼ ମାସରେ ବେଶି ଫୁଟେ। ଫୁଲ ଗନ୍ଧହୀନ। ଏଥିର କାଠ ଟାଣୁଆ; ଏ ଗଛ ମଞ୍ଜିରୁ ଓ କଲମରୁ ଉତରା ଯାଏ। ବୈଦ୍ୟକମତରେ ଏହା କଫ, ବାତଶୂଳ ଓ ନେତ୍ରରୋଗ ଦୂର କରେ—ହି. ଶ।] — [ଦ୍ର—ଏହାର ପତ୍ର ଚାକୁଣ୍ଡା ପତ୍ର ପରି ହଳଦିଆ ଓ ନାଲି ଫୁଲ ଭେଦରେ ଏ ଗଛ ଦୁଇ ପ୍ରକାର ଏଥିର କଢ଼ମାନ ଆଙ୍ଗୁଠି ପରି ମୋଟ, ଚେପଟା ଓ45ଆଙ୍ଗୁଳ ଲମ୍ବ ଏଥିର ଫୁଲ ଗୋଛା ହୋଇ ବାରମାସ ଫୁଟେ; କିନ୍ତୁ ଆଷାଢ଼ ମାସରେ ବେଶି ଫୁଟେ ଫୁଲ ଗନ୍ଧହୀନ ଏଥିର କାଠ ଟାଣୁଆ; ଏ ଗଛ ମଞ୍ଜିରୁ ଓ କଲମରୁ ଉତରା ଯାଏ ବୈଦ୍ୟକମତରେ ଏହା କଫ, ବାତଶୂଳ ଓ ନେତ୍ରରୋଗ ଦୂର କରେ—ହି. ଶ]