ଶଙ୍ଖୋଳା Ṡaṅkhoḻā

  • ଦେ. ବି— (ସଂ. ଶଙ୍ଖ; କାରଣ ପୂର୍ବେ ବନ୍ଧୁଘରକୁ ଶଙ୍ଖୁଳା ପଠାଯିବା ବୋଝ ଓ ବ୍ଯକ୍ତି ସଙ୍ଗେ ଜଣେ ଶଙ୍ଖୁଆ ଶଙ୍ଖ ବଜାଇ ଯାଉଥିଲା। ବିବାହାଦି ମଙ୍ଗଳ କାର୍ଯ୍ୟ ଉପଲକ୍ଷରେ ବଜାଇ ଯାଉଥିବା। ବିବାହାଦି ମଙ୍ଗଳ କାର୍ଯ୍ୟ ଉପଲକ୍ଷରେ ଜୋଇଁ, ଭଣଜା ଓ ମାମୁ ଆଦିଙ୍କ ନିକଟକୁ ପଠା ଯାଉଥିବା ନିମନ୍ତ୍ରଣ ପତ୍ର ଓ ଡାଲା ନେଇଯିବା ଭଣ୍ଡାରୀ ଓ ପଣ୍ଡା ସଙ୍ଗେ ସଙ୍ଗେ ଜଣେ ଶଙ୍ଖୁଆ ଶଙ୍ଖ ବଜାଇ ଯାଉଥିବା ପ୍ରଥାରୁ ଏ ଶବ୍ଦ ଜାତ ହୋଇଅଛି) ବିଶିଷ୍ଟ ବନ୍ଧୁବାନ୍ଧବଙ୍କ ନିକଟକୁ ବିବାହାଦି ଉତ୍ସବ ଉପଲକ୍ଷେ ପ୍ରେରିତ ସବିଧି ନିମନ୍ତ୍ରଣ — Formal or ceremonial invitation sent to particular relatives (e.g. maternal uncle, sister's son, son-in-law on occasions of marriage etc
  • ଦେ. ବି— (ସଂ. ଶଙ୍ଖ; କାରଣ ପୂର୍ବେ ବନ୍ଧୁଘରକୁ ଶଙ୍ଖୁଳା ପଠାଯିବା ବୋଝ ଓ ବ୍ଯକ୍ତି ସଙ୍ଗେ ଜଣେ ଶଙ୍ଖୁଆ ଶଙ୍ଖ ବଜାଇ ଯାଉଥିଲା। ବିବାହାଦି ମଙ୍ଗଳ କାର୍ଯ୍ୟ ଉପଲକ୍ଷରେ ବଜାଇ ଯାଉଥିବା। ବିବାହାଦି ମଙ୍ଗଳ କାର୍ଯ୍ୟ ଉପଲକ୍ଷରେ ଜୋଇଁ, ଭଣଜା ଓ ମାମୁ ଆଦିଙ୍କ ନିକଟକୁ ପଠା ଯାଉଥିବା ନିମନ୍ତ୍ରଣ ପତ୍ର ଓ ଡାଲା ନେଇଯିବା ଭଣ୍ଡାରୀ ଓ ପଣ୍ଡା ସଙ୍ଗେ ସଙ୍ଗେ ଜଣେ ଶଙ୍ଖୁଆ ଶଙ୍ଖ ବଜାଇ ଯାଉଥିବା ପ୍ରଥାରୁ ଏ ଶବ୍ଦ ଜାତ ହୋଇଅଛି) ବନ୍ଧୁବାନ୍ଧବଙ୍କୁ ବିବାହାଦି ଉପଲକ୍ଷେ ନିମନ୍ତ୍ରଣ — Invitation sent to relatives on ceremonial occasions
  • ଦେ. ବି— (ସଂ. ଶଙ୍ଖ; କାରଣ ପୂର୍ବେ ବନ୍ଧୁଘରକୁ ଶଙ୍ଖୁଳା ପଠାଯିବା ବୋଝ ଓ ବ୍ଯକ୍ତି ସଙ୍ଗେ ଜଣେ ଶଙ୍ଖୁଆ ଶଙ୍ଖ ବଜାଇ ଯାଉଥିଲା। ବିବାହାଦି ମଙ୍ଗଳ କାର୍ଯ୍ୟ ଉପଲକ୍ଷରେ ବଜାଇ ଯାଉଥିବା। ବିବାହାଦି ମଙ୍ଗଳ କାର୍ଯ୍ୟ ଉପଲକ୍ଷରେ ଜୋଇଁ, ଭଣଜା ଓ ମାମୁ ଆଦିଙ୍କ ନିକଟକୁ ପଠା ଯାଉଥିବା ନିମନ୍ତ୍ରଣ ପତ୍ର ଓ ଡାଲା ନେଇଯିବା ଭଣ୍ଡାରୀ ଓ ପଣ୍ଡା ସଙ୍ଗେ ସଙ୍ଗେ ଜଣେ ଶଙ୍ଖୁଆ ଶଙ୍ଖ ବଜାଇ ଯାଉଥିବା ପ୍ରଥାରୁ ଏ ଶବ୍ଦ ଜାତ ହୋଇଅଛି) ଝିଅ, ବୋହୁ ଓ ବନ୍ଧୁବାନ୍ଧବଙ୍କ କୁଶଳାଦିର ତତ୍ତ୍ୱ ନେବାପାଇଁ ପ୍ରେରିତ ଦ୍ରବ୍ୟ ସମ୍ଭାର — Presents sent along with formal enquiries to one's relatives
  • ଦେ. ବି— (ସଂ. ଶଙ୍ଖ; କାରଣ ପୂର୍ବେ ବନ୍ଧୁଘରକୁ ଶଙ୍ଖୁଳା ପଠାଯିବା ବୋଝ ଓ ବ୍ଯକ୍ତି ସଙ୍ଗେ ଜଣେ ଶଙ୍ଖୁଆ ଶଙ୍ଖ ବଜାଇ ଯାଉଥିଲା। ବିବାହାଦି ମଙ୍ଗଳ କାର୍ଯ୍ୟ ଉପଲକ୍ଷରେ ବଜାଇ ଯାଉଥିବା। ବିବାହାଦି ମଙ୍ଗଳ କାର୍ଯ୍ୟ ଉପଲକ୍ଷରେ ଜୋଇଁ, ଭଣଜା ଓ ମାମୁ ଆଦିଙ୍କ ନିକଟକୁ ପଠା ଯାଉଥିବା ନିମନ୍ତ୍ରଣ ପତ୍ର ଓ ଡାଲା ନେଇଯିବା ଭଣ୍ଡାରୀ ଓ ପଣ୍ଡା ସଙ୍ଗେ ସଙ୍ଗେ ଜଣେ ଶଙ୍ଖୁଆ ଶଙ୍ଖ ବଜାଇ ଯାଉଥିବା ପ୍ରଥାରୁ ଏ ଶବ୍ଦ ଜାତ ହୋଇଅଛି) ଶାଶୁଘରେ ଥିବା ଝିଅ ନିକଟକୁ ପିତା ମାତାଙ୍କ ନିକଟରୁ ପଠାଯିବା ତତ୍ତ୍ୱ ବା ବୋଝ ଓ ବସ୍ତ୍ରାଦି — Presents sent by the parents to the daughter who has gone to her husband's house
  • ଦେ. ବି— (ସଂ. ଶଙ୍ଖ; କାରଣ ପୂର୍ବେ ବନ୍ଧୁଘରକୁ ଶଙ୍ଖୁଳା ପଠାଯିବା ବୋଝ ଓ ବ୍ଯକ୍ତି ସଙ୍ଗେ ଜଣେ ଶଙ୍ଖୁଆ ଶଙ୍ଖ ବଜାଇ ଯାଉଥିଲା। ବିବାହାଦି ମଙ୍ଗଳ କାର୍ଯ୍ୟ ଉପଲକ୍ଷରେ ବଜାଇ ଯାଉଥିବା। ବିବାହାଦି ମଙ୍ଗଳ କାର୍ଯ୍ୟ ଉପଲକ୍ଷରେ ଜୋଇଁ, ଭଣଜା ଓ ମାମୁ ଆଦିଙ୍କ ନିକଟକୁ ପଠା ଯାଉଥିବା ନିମନ୍ତ୍ରଣ ପତ୍ର ଓ ଡାଲା ନେଇଯିବା ଭଣ୍ଡାରୀ ଓ ପଣ୍ଡା ସଙ୍ଗେ ସଙ୍ଗେ ଜଣେ ଶଙ୍ଖୁଆ ଶଙ୍ଖ ବଜାଇ ଯାଉଥିବା ପ୍ରଥାରୁ ଏ ଶବ୍ଦ ଜାତ ହୋଇଅଛି) ପିତ୍ରାଳୟକୁ ଯାଇଥିବା ବଧୂନିକଟକୁ ଶାଶୁ ଶଶୁରଙ୍କ ଘରୁ ପଠାଯିବା ତତ୍ତ୍ୱ ଓ ବସ୍ତ୍ରାଦି — Presents sent by the husband's family for making enquiries about the health of the daughter-in-law who has gone to her father's house-
  • ଦେ. ବି— (ସଂ. ଶଙ୍ଖ; କାରଣ ପୂର୍ବେ ବନ୍ଧୁଘରକୁ ଶଙ୍ଖୁଳା ପଠାଯିବା ବୋଝ ଓ ବ୍ଯକ୍ତି ସଙ୍ଗେ ଜଣେ ଶଙ୍ଖୁଆ ଶଙ୍ଖ ବଜାଇ ଯାଉଥିଲା। ବିବାହାଦି ମଙ୍ଗଳ କାର୍ଯ୍ୟ ଉପଲକ୍ଷରେ ବଜାଇ ଯାଉଥିବା। ବିବାହାଦି ମଙ୍ଗଳ କାର୍ଯ୍ୟ ଉପଲକ୍ଷରେ ଜୋଇଁ, ଭଣଜା ଓ ମାମୁ ଆଦିଙ୍କ ନିକଟକୁ ପଠା ଯାଉଥିବା ନିମନ୍ତ୍ରଣ ପତ୍ର ଓ ଡାଲା ନେଇଯିବା ଭଣ୍ଡାରୀ ଓ ପଣ୍ଡା ସଙ୍ଗେ ସଙ୍ଗେ ଜଣେ ଶଙ୍ଖୁଆ ଶଙ୍ଖ ବଜାଇ ଯାଉଥିବା ପ୍ରଥାରୁ ଏ ଶବ୍ଦ ଜାତ ହୋଇଅଛି) କୌଣସି ବ୍ଯକ୍ତିର କୁଶଳ ପ୍ରଶ୍ନ କରଣ — Enquiry about a person's health etc
  • ଦେ. ବି— (ସଂ. ଶଙ୍ଖ; କାରଣ ପୂର୍ବେ ବନ୍ଧୁଘରକୁ ଶଙ୍ଖୁଳା ପଠାଯିବା ବୋଝ ଓ ବ୍ଯକ୍ତି ସଙ୍ଗେ ଜଣେ ଶଙ୍ଖୁଆ ଶଙ୍ଖ ବଜାଇ ଯାଉଥିଲା। ବିବାହାଦି ମଙ୍ଗଳ କାର୍ଯ୍ୟ ଉପଲକ୍ଷରେ ବଜାଇ ଯାଉଥିବା। ବିବାହାଦି ମଙ୍ଗଳ କାର୍ଯ୍ୟ ଉପଲକ୍ଷରେ ଜୋଇଁ, ଭଣଜା ଓ ମାମୁ ଆଦିଙ୍କ ନିକଟକୁ ପଠା ଯାଉଥିବା ନିମନ୍ତ୍ରଣ ପତ୍ର ଓ ଡାଲା ନେଇଯିବା ଭଣ୍ଡାରୀ ଓ ପଣ୍ଡା ସଙ୍ଗେ ସଙ୍ଗେ ଜଣେ ଶଙ୍ଖୁଆ ଶଙ୍ଖ ବଜାଇ ଯାଉଥିବା ପ୍ରଥାରୁ ଏ ଶବ୍ଦ ଜାତ ହୋଇଅଛି) ଆଦର; ଅଭ୍ୟର୍ଥନା — Regard
  • ଦେ. ବିଣ — ବିବାହାଦିକୁ ନିମନ୍ତ୍ରିତ (ବନ୍ଧୁ) — Invited to a social occasion
  • ଦେ. ବିଣ — [ଦ୍ର—ଜୋଇଁଙ୍କ ଘରକୁ ଓ ବଧୂ ପିତୃଗୃହରେ ଥିବା ସମୟରେ ତା ସ୍ୱାମୀଙ୍କ ଘରୁ ତା ପିତୃଗୃହକୁ ପଠାଯିବା ତତ୍ତ୍ୱକୁ ସାଧାରଣତଃ ଶଙ୍ଖୁଳା ବୋଲାଯାଏ। ଏଥିର ଉଦ୍ଦେଶ୍ୟ ସେଠାରେ ଥିବା ଆପଣାର ଜୋଇଁ ବା ଝିଅ ବା ବୋହୂଙ୍କ କୁଶଳସମ୍ବାଦ ବୁଝିବା। ଝିଅ ବା ବୋହୁଙ୍କ ଠାକୁ ବଟା ହଳଦୀ, ଫୁଲମାଳ, ସିନ୍ଦୁର, ପାନିଆ, ଶାଢ଼ୀ, ମେଥିଗୁଣ୍ଡା, ଶୁଖୁଆ, ଫୁରୁଆ ଆଦି ଓ ନାନା ପ୍ରକାର ମୁଆଁ (ବର୍ତ୍ତମାନ ସଭ୍ୟତାରୀତ୍ୟନୁସାରେ ଲାଭେଣ୍ଡର୍, ଏସେନ୍ସ, ସାବୁନ, ବାସନା ତେଲ ଓ ମିଠାଇ ଆଦି) ପ୍ରଭୃତି ସ୍ତ୍ରୀ—ବ୍ଯବହାର୍ଯ୍ଯ ପଦାର୍ଥମାନ ପଠାଯାଏ। ଜୋଇଁ ଘରକୁ ପାନ ଗୁଆ, ମାଛ, ଲୁଗାଯୋଡ଼ ଆଦି ପୁରୁଷ—ବାହ୍ୟହାର୍ଯ୍ଯ ପଦାର୍ଥମାନ ପଠା— ଯାଏ। ଝିଅ ପ୍ରଥମେ ଶାଶୁଘରକୁ ଯିବାର କେତେ ଦିନପରେ ତା ବାପ ଘରୁ ଶଙ୍ଖୁଳା ପଠାଯାଏ ଓ ବିବାହପରେ ନବବଧୁ କେତେକ ଦିନ ଶାଶୁଘରେ ରହି ବାପ ଘରକୁ ଫେରି ଯିବାର କେତେକ ଦିନପରେ ଶାଶୁଘରୁ ବଧୂ ନିକଟକୁ ବଧୂର ପିତ୍ରାଳୟକୁ ଶଙ୍ଖୁଳା ପଠାଯାଏ ଏ ଶଙ୍ଖୁଳା ପଠାଯିବା ଗୋଟିଏ ଲୌକିକ ଆଚାର ଅଟେ। କୌଣସି ସ୍ତ୍ରୀ ଗର୍ଭବତୀ ହେଲେ ଗର୍ଭସଞ୍ଚାରର 8।9 ମାସ ପରେ ପିତ୍ରାଳୟରୁ ଓ ବନ୍ଧୁବାନ୍ଧବମାନଙ୍କ ଘରୁ ପଠାଯିବା ଶଙ୍ଖୁଳାକୁ 'ଚିତଉ— ଖିଆ' (ବଙ୍ଗଳା—'ସାଦ') ବୋଲାଯାଏ। ଝିଅର ଉଦ୍ଦେଶ୍ୟରେ ପଠାଯିବା ବୋଝକୁ 'ଝିଅ—ଶଙ୍ଖୁଳା' ବୋଲାଯାଏ। ଏହିପରି ବୋହୁ—ଶଙ୍ଖୁଳା ଓ ଜୋଇଁ ଶଙ୍ଖୁଳା ଶବ୍ଦମାନ ବ୍ଯବହୃତ ହୁଏ।] — [ଦ୍ର—ଜୋଇଁଙ୍କ ଘରକୁ ଓ ବଧୂ ପିତୃଗୃହରେ ଥିବା ସମୟରେ ତା ସ୍ୱାମୀଙ୍କ ଘରୁ ତା ପିତୃଗୃହକୁ ପଠାଯିବା ତତ୍ତ୍ୱକୁ ସାଧାରଣତଃ ଶଙ୍ଖୁଳା ବୋଲାଯାଏ ଏଥିର ଉଦ୍ଦେଶ୍ୟ ସେଠାରେ ଥିବା ଆପଣାର ଜୋଇଁ ବା ଝିଅ ବା ବୋହୂଙ୍କ କୁଶଳସମ୍ବାଦ ବୁଝିବା ଝିଅ ବା ବୋହୁଙ୍କ ଠାକୁ ବଟା ହଳଦୀ, ଫୁଲମାଳ, ସିନ୍ଦୁର, ପାନିଆ, ଶାଢ଼ୀ, ମେଥିଗୁଣ୍ଡା, ଶୁଖୁଆ, ଫୁରୁଆ ଆଦି ଓ ନାନା ପ୍ରକାର ମୁଆଁ (ବର୍ତ୍ତମାନ ସଭ୍ୟତାରୀତ୍ୟନୁସାରେ ଲାଭେଣ୍ଡର୍, ଏସେନ୍ସ, ସାବୁନ, ବାସନା ତେଲ ଓ ମିଠାଇ ଆଦି) ପ୍ରଭୃତି ସ୍ତ୍ରୀ—ବ୍ଯବହାର୍ଯ୍ଯ ପଦାର୍ଥମାନ ପଠାଯାଏ ଜୋଇଁ ଘରକୁ ପାନ ଗୁଆ, ମାଛ, ଲୁଗାଯୋଡ଼ ଆଦି ପୁରୁଷ—ବାହ୍ୟହାର୍ଯ୍ଯ ପଦାର୍ଥମାନ ପଠା— ଯାଏ ଝିଅ ପ୍ରଥମେ ଶାଶୁଘରକୁ ଯିବାର କେତେ ଦିନପରେ ତା ବାପ ଘରୁ ଶଙ୍ଖୁଳା ପଠାଯାଏ ଓ ବିବାହପରେ ନବବଧୁ କେତେକ ଦିନ ଶାଶୁଘରେ ରହି ବାପ ଘରକୁ ଫେରି ଯିବାର କେତେକ ଦିନପରେ ଶାଶୁଘରୁ ବଧୂ ନିକଟକୁ ବଧୂର ପିତ୍ରାଳୟକୁ ଶଙ୍ଖୁଳା ପଠାଯାଏ ଏ ଶଙ୍ଖୁଳା ପଠାଯିବା ଗୋଟିଏ ଲୌକିକ ଆଚାର ଅଟେ କୌଣସି ସ୍ତ୍ରୀ ଗର୍ଭବତୀ ହେଲେ ଗର୍ଭସଞ୍ଚାରର89ମାସ ପରେ ପିତ୍ରାଳୟରୁ ଓ ବନ୍ଧୁବାନ୍ଧବମାନଙ୍କ ଘରୁ ପଠାଯିବା ଶଙ୍ଖୁଳାକୁ 'ଚିତଉ— ଖିଆ' (ବଙ୍ଗଳା—'ସାଦ') ବୋଲାଯାଏ ଝିଅର ଉଦ୍ଦେଶ୍ୟରେ ପଠାଯିବା ବୋଝକୁ 'ଝିଅ—ଶଙ୍ଖୁଳା' ବୋଲାଯାଏ ଏହିପରି ବୋହୁ—ଶଙ୍ଖୁଳା ଓ ଜୋଇଁ ଶଙ୍ଖୁଳା ଶବ୍ଦମାନ ବ୍ଯବହୃତ ହୁଏ]