ଶଗଡ଼ ଭଡ଼ା Ṡagaṟḍ̠a bhaṟḍ̠ā

  • ଦେ. ବି (ସଂ. ଶକଟ+ଭାଟକ) — ଅନ୍ଯ ବ୍ଯକ୍ତିଙ୍କୁ ବା ଅନ୍ଯ ବ୍ଯକ୍ତିଙ୍କ ପଦାର୍ଥକୁ ଶଗଡ଼ରେ ନେବା ପାଇଁ ଶଗଡ଼ିଆର ନେବା ମୂଲ ବା କେରେୟା — Cart hire