ଶଗଡ଼ ବଟି Ṡagaṟḍ̠a baṭi

  • ଦେ. ବି (ସଂ. ଶକଟ+ଫା. ବଟ୍ଟା) — ଅନ୍ଯ ବ୍ଯକ୍ତିର ଜମି ଉପରେ କିଛି କାଳ ପାଇଁ ଶଗଡ଼କୁ ରଖିବାକୁ ହେଲେ ଶଗଡ଼ିଆର ଉକ୍ତ ଜମିର ମାଲିକକୁ ଦେବା କର ବା ଶୁଳ୍କ — A fee paid to the owner of a land by a cartman for keeping the cart on it for some time