ଶଗଡ଼ ଯୁଚିବା Ṡagaṟḍ̠a j̄uchibā

  • ଦେ. କ୍ରି.—(ସଂ ଶକଟ+ଯୁଜ୍ ଧାତୁ) — ଶକଟର ଯୁଗରେ ପଶୁଙ୍କ ଲଗାଇବା — To yoke beasts to a cart
  • ଦେ. କ୍ରି.—(ସଂ ଶକଟ+ଯୁଜ୍ ଧାତୁ) — (ଦ୍ର—ପ୍ରକୃତରେ ଶଗଡ଼ ଯୋଚା ଯାଏ ନାହିଁ, ଶଗଡ଼ରେ ବଳଦ ଯୋଚା ଯାଆନ୍ତି।)