ଶଗଡ଼ ବାଟୁଆ Ṡagaṟḍ̠a bāṭuā
- ଦେ. ବି — ଏକଜାତୀୟ କଣ୍ଟକୀ ବନ୍ୟଗୁଳ୍ମ — A kind of wild tree with aromatic flowers; Eugenia Bractiata
- ଦେ. ବି — [ଦ୍ର—ଏହାର କୋଳି ଲୋକ ଖାଆନ୍ତି, ଏହାର ଫୁଲ ଅତ୍ୟନ୍ତ ସୁବାସିତ।]
- ଦେ. ବି — [ଉ—ବାଲି ସ୍ତୁପ ଖୋଲେ ରଙ୍ଗେ ଯହିଁ ପ୍ରଜାପତିଙ୍କ ଥାଟ, ସୁରଭି ଶଗଡ଼ ବାଟୁଆ ନିକୁଞ୍ଜେ କରନ୍ତି ନାଟ। ରାଧାନାଥ ଉଷା।]