ଶଗଡ଼ ପହୀ Ṡagaṟḍ̠a pahī

  • ଦେ. ବି (ସଂ ଶକଟ+ପରିଧି) — ଶଗଡ଼ର ଚକ — The wheel of a cart
  • ଦେ. ବି (ସଂ ଶକଟ+ପରିଧି) — ଶଗଡ଼ ଚକର ପରିଧି — The rim of a cart-wheel