ଶଗଡ଼ ଦଣ୍ଡା Ṡagaṟḍ̠a daṇḍā
- ଦେ. ବି (ସଂ. ଶକଟ+ଦଣ୍ଡା) — ଶଗଡ଼ର ଯେଉଁ ଦୁଇଟି ଦଣ୍ଡ ଆଗ ପାଖରେ ଝୁରାରେ ମିଳିଥାଏ ଓ ପଛରେ ଦ୍ୱିଭୁଜ ହୋଇ ବାହାରିଥାଏ — The beams or arms of a cart
- ଦେ. ବି (ସଂ. ଶକଟ+ଦଣ୍ଡା) — ଶଗଡ଼ର ଦଣ୍ଡ ଦ୍ୱୟର ପଶ୍ଚାଦଭାଗସ୍ଥ ଶେଷାଂଶ; ମୁଠା — The back ends of the beams of a cart
- ଦେ. ବି (ସଂ. ଶକଟ+ଦଣ୍ଡା) — [ଦ୍ର— ଏହାକୁ ହାତରେ ଧରି ବଳ ପ୍ରୟୋଗ କଲେ ଶଗଡ଼ର ଆଗ ପାଖର ଗତି ବିପରୀତ ଦିଗକୁ ନିୟନ୍ତ୍ରିତ ହୁଏ।]