ଶକୁନ୍ତ Ṡakunta

  • ସଂ. ବି. ପୁଂ—(ଶକ ଧାତୁ+କର୍ତ୍ତୃ. ଉନ୍ତ; ଉନ୍ତି) — ପକ୍ଷୀ — Bird
  • ସଂ. ବି. ପୁଂ—(ଶକ ଧାତୁ+କର୍ତ୍ତୃ. ଉନ୍ତ; ଉନ୍ତି) — ଶକୁନି; ଗୃଧ୍ର — Vulture
  • ସଂ. ବି. ପୁଂ—(ଶକ ଧାତୁ+କର୍ତ୍ତୃ. ଉନ୍ତ; ଉନ୍ତି) — ଭାସନାମକ ଗୃଧ୍ର ଜାତୀୟ ପକ୍ଷୀ — A species of vulture
  • ସଂ. ବି. ପୁଂ—(ଶକ ଧାତୁ+କର୍ତ୍ତୃ. ଉନ୍ତ; ଉନ୍ତି) — ଏକ ପ୍ରକାର କୀଟ — A species of insects
  • ସଂ. ବି. ପୁଂ—(ଶକ ଧାତୁ+କର୍ତ୍ତୃ. ଉନ୍ତ; ଉନ୍ତି) — ବିଶ୍ୱାମିତ୍ରଙ୍କ ପୁଅର ନାମ (ହି. ଶ.) — Name of the son of Biṡwāmitra