ଶକୁନ୍ତିକା Ṡakuntikā

  • ସଂ. ବି—(ଶକୁନ୍ତ+କ+ଅ) — ଛୋଟ ପକ୍ଷୀ — A small bird
  • ସଂ. ବି—(ଶକୁନ୍ତ+କ+ଅ) — ପ୍ରଜା (ହି. ଶ.) — Subject of a king