ଲୋକାଲ୍ Lokāl

  • ବୈଦେ. ବିଣ (ଇଂ.) — ସ୍ଥାନୀୟ — Local
  • ବୈଦେ. ବିଣ (ଇଂ.) — ପ୍ରାଦେଶିକ — Provincial
  • ବୈଦେ. ବିଣ (ଇଂ.) — [ଏହି ଇଂରାଜୀ ଶବ୍ଦଯୁକ୍ତ ଅନେକଗୁଡ଼ିଏ ଇଂରାଜି ଶବ୍ଦ ଭାଷାରେ ଚଳୁଅଛି।]