ଲୋକାଲ ବୋଡ୍ ଭାଇସ୍ଚେଆର୍ମ୍ୟାନ୍ Lokāl boṟḍ̠ bhais-cheār-myān

  • ବୈଦେ. ବି (ଇଂ.) — ଲୋକାଲ୍ ବୋଡ଼ର ମେମ୍ବରମାନଙ୍କ ଦ୍ୱାରା ନିର୍ବାଚିତ ସହକାରୀ ସଭାପତି (ଏ ସଭାପତିଙ୍କ ଅନୁପସ୍ଥିତିରେ ବା ତାଙ୍କ ଅନୁମତିକ୍ରମେ ବୋଡ଼ର କାର୍ଯ୍ୟ ଚଳାନ୍ତି।) — Vice-chairman of a Local Board