ଲୋକ ବାଦ Loka bāda

  • ସଂ. ବି ( 6 ଷ୍ଠୀ ତତ୍) — ଲୋକ ପ୍ରବାଦ (ଦେଖ) — Loka prabāda (See)
  • ସଂ. ବି ( 6 ଷ୍ଠୀ ତତ୍) — ଲୋକାପ— ବାଦ; ଜନାପବାଦ — Calumny; scandal
  • ସଂ. ବି ( 6 ଷ୍ଠୀ ତତ୍) — [ଉ—ଏ ଲୋକବାଦ ମହାଭାୟେ। କରିବି କେବଣ ଉପାୟେ—ଜଗନ୍ନାଥ. ଭାଗବତ।]