ଲୋକ ବଚନ Loka bachana

  • ଦେ. ବି — ଲୋକନିନ୍ଦା; ଜନାପବାଦ — Slander; calumny
  • ଦେ. ବି — [ଉ—କେବଳ ଲୋକ ବଚନକୁ ଭୋ ଦେବ! କଲି ମୁଁ କାରୁଣ୍ୟ—ବିଶ୍ୱନାଥ ଖୁଣ୍ଟିଆ. ବିଚିତ୍ର ରାମାୟଣ।]
  • ସଂ. ବି — ଜନରବ — Rumour (Apte)