ଲୋକ ବାକ Loka bāka

  • ଦେ. ବି (ଅନର୍ଥକ ଧ୍ୱନ୍ୟନୁକାରୀ 2 ୟ ଶବ୍ଦ) — ଏକାଧିକ ଲୋକ — Many people
  • ଦେ. ବି (ଅନର୍ଥକ ଧ୍ୱନ୍ୟନୁକାରୀ 2 ୟ ଶବ୍ଦ) — [ଉ—ଶ୍ରୀଗୁଣ୍ଡିଚା ଜାତ ପ୍ରାୟେ ଦାଣ୍ଡେ ଲୋକବାକ— ମଧୁମଙ୍ଗଳ।]
  • ଦେ. ବି (ଅନର୍ଥକ ଧ୍ୱନ୍ୟନୁକାରୀ 2 ୟ ଶବ୍ଦ) — ସଙ୍ଗେ ଥିବା ଏକାଧିକ ଚାକର; ଚାକର ବାକର; — Attendants; retinue; a body of attendants