ଲୋକ ବତ୍ସଳ Oka batsaḻa

  • ସଂ. ବିଣ. ପୁଂ. — ପ୍ରଜାଙ୍କ ପ୍ରତି ସ୍ନେହଶୀଳ; ପ୍ରଜାବତ୍ସଳ — Loving the subjects; loving the people
  • ସଂ. ବିଣ. ପୁଂ. — ଲୋକ ବନ୍ଧୁ — Philanthropic
  • ବି — ବିଷ୍ଣୁଙ୍କ ନାମ — Name of Bishṇu